ଲଦାଖର ଫିଙ୍ଗର୍‌ ୪ ଇଲାକାରୁ ଚୀନ୍‌ ସେନା ହଟିବାକୁ ଅମଙ୍ଗ

ନୂଆଦିଲ୍ଲୀ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ କିଛି ଦିନ ପାଇଁ ଥମି ଆସିଥିବା ଉତ୍ତେଜନା ଆଗକୁ ଆହୁରି ବିସ୍ଫୋରକ ରୂପ ନେବ ବୋଲି ଆଶଙ୍କା କରାଯାଉଛି। ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଓ କୂଟନୈତିକସ୍ତରୀୟ ବୁଝାମଣା ପରେ ଚୀନ୍‌ ସେନା ନିରପେକ୍ଷ ଇଲାକାର ଅତି କମ୍‌ରେ ଦେଢ଼ କିମି ପଛକୁ ହଟିବ ବୋଲି ରାଜି ହୋଇ ଗତ ସପ୍ତାହରେ ପଛଘୁଞ୍ଚା ଆରମ୍ଭ କରିଥିଲା। ଏହି କ୍ରମରେ ସେମାନେ ପାଟ୍ରୋଲିଂ ପଏଣ୍ଟ୍ … Continue reading ଲଦାଖର ଫିଙ୍ଗର୍‌ ୪ ଇଲାକାରୁ ଚୀନ୍‌ ସେନା ହଟିବାକୁ ଅମଙ୍ଗ